ବର୍ଷିଲେ ଯୋଗାଣ ମନ୍ତ୍ରୀ,ଉତ୍ରପ୍ରଦେଶରୁ ଆସିଲା ଆଳୁ
ଆଳୁ କୁ ନେଇ ମମତାଙ୍କ ରାଜନୀତି;କହିଲେ ଉତ୍ତର ପ୍ରଦେଶର ଆସିଛି ଆଳୁ ଓଡ଼ିଶା ପଶ୍ଚିମବଙ୍ଗରୁ ଆଳୁ ମାଗି ନାହିଁ। ପଶ୍ଚିମବଙ୍ଗ ସୀମାନ୍ତରେ ଓଡ଼ିଶାର ଆଳୁ ଯାନକୁ ପଶ୍ଚିମବଙ୍ଗ ସରକାର ଅଟକାଇବା ପରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପୋଟେ ମମତା ସରକାରଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି। ସେ କହିଛନ୍ତି,ବର୍ତ୍ତମାନ ଆଳୁ ପଶ୍ଚିମବଙ୍ଗରୁ ଆସିବ ନାହିଁ, ଆମେ ସେଗୁଡିକ ମାଗିବୁ ନାହିଁ ବୋଲି ଆମେ ମ୍ୟାଗି ଖାଉ ନାହୁଁ, କେବଳ ପଶ୍ଚିମବଙ୍ଗରେ ଆଳୁ ଉପଲବ୍ଧ ନାହିଁ। ଆଜି … Read more