ମୋଦୀ ରାତିଅଧରେ ମାନସମନ୍ଥନ କଲେ ନେତାଙ୍କ ସହ:ଜାଣନ୍ତୁ କ’ଣ ହେଲା ଆଲୋଚନା
ମୋଦୀ ରାତିଅଧରେ ମାନସମନ୍ଥନ କଲେ ନେତାଙ୍କ ସହ:ଜାଣନ୍ତୁ କ’ଣ ହେଲା ଆଲୋଚନା 9.1 ଭୁବନେଶ୍ୱର: ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଓଡିଶାରେ ଅଛନ୍ତି। ଓଡ଼ିଶାରେ ପହଞ୍ଚିବା ପରେ ବିଳମ୍ବିତ ରାତିରେ ମୋଦୀ ଭବିଷ୍ୟତ ବିକାଶ ଯୋଜନା ପ୍ରସ୍ତୁତ କରିଥିଲେ। ସେ ବିଭିନ୍ନ ରଣନୀତି ଏବଂ କାର୍ଯ୍ୟକାରିତା ବିଷୟରେ କହିଥିଲେ। ବିଭିନ୍ନ ଯୋଜନା ସହିତ ଜନସାଧାରଣଙ୍କ ନିକଟକୁ କିପରି ଆସିବେ ସେ ସମ୍ପର୍କରେ ସେ ଦଳର ନେତାମାନଙ୍କୁ ପରାମର୍ଶ ଦେଇଥିଲେ। ବିଶାଖାପାଟନରେ ଏନଟିପିସିର ସଦ୍ୟତମ ସବୁଜ … Read more