ଓଡ଼ିଶାରୁ କିଏ ଯିବେ ରାଜ୍ୟସଭା ?ରାଜ୍ୟସଭା ଉପନିର୍ବାଚନ ଲାଗି ବାହାରିଲା ବିଜ୍ଞପ୍ତି:
Notification for Rajya Sabha polls: Who will go to Rajya Sabha from Odisha? ଡିସେମ୍ବର ୨୦ରେ ରାଜ୍ୟସଭା ଉପନିର୍ବାଚନ । ଆଉ ଓଡ଼ିଶାରୁ ଜଣେ ଯିବେ ରାଜ୍ୟସଭା। ସଂଖ୍ୟା କହୁଛି ବିଜେପି ହିଁ ଜଣକୁ ରାଜ୍ୟସଭା ପଠାଇବ। ହେଲେ କେଉଁ ନେତା ଯିବେ ରାଜ୍ୟସଭା ।ସେପଟେ ରାଜ୍ୟସଭା ଉପନିର୍ବାଚନ ଲାଗି ବାହାରିଲା ବିଜ୍ଞପ୍ତି । ବିଧାନସଭାରେ ବିଜ୍ଞପ୍ତି ପ୍ରକାଶ ପ୍ରକାଶ ପାଇଛି । ନାମାଙ୍କନର ଶେଷ ତାରିଖ ଡିସେମ୍ବର ୧୦, ୧୧ରେ ପ୍ରାର୍ଥିପତ୍ର … Read more