Subhadra Yojana: ସୁଭଦ୍ରା ଯୋଜନା ଦେଲା ନୂଆ ଆଶା
ସୁଭଦ୍ରା ଯୋଜନା ରାଜ୍ୟର ଆଗାମୀ ଦିନରେ ଏକ କୋଟିରୁ ଅଧିକ ମହିଳାଙ୍କ ସଶକ୍ତିକରଣ ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇବ । “ସୁଭଦ୍ରା’ ଯୋଜନା ନାମକରଣ ପଛରେ ରହିଛି ଓଡ଼ିଆ ଓ ଜଗନ୍ନାଥ ସଂସ୍କୃତିର ଗଭୀର ଚିନ୍ତାଧାରା। Subhadra Yojana: ସୁଭଦ୍ରା ଯୋଜନା ରାଜ୍ୟର ଆଗାମୀ ଦିନରେ ଏକ କୋଟିରୁ ଅଧିକ ମହିଳାଙ୍କ ସଶକ୍ତିକରଣ ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇବ । “ସୁଭଦ୍ରା’ ଯୋଜନା ନାମକରଣ ପଛରେ ରହିଛି ଓଡ଼ିଆ ଓ ଜଗନ୍ନାଥ ସଂସ୍କୃତିର ଗଭୀର … Read more